ମାଲକାନଗିରି: ଜୁଙ୍ଗଟାଙ୍ଗ ଓ ଲିମଟାଙ୍ଗ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ, ଜାରି ରହିଛି କମ୍ବିଂ ଅପରସେନ୍‌

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ଗୁଳିବିନିମୟ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତ ଜୁଙ୍ଗଟାଙ୍ଗ ଓ ଲିମଟାଙ୍ଗ ଜଙ୍ଗଲରେ ଗୁଳିବିନିମୟ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି।

ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ଖବର ପାଇ ଗତକାଲି SOG ଯବାନ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରସେନ୍‌। ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ। ଏବେ ବି କମ୍ବିଂ ଅରସେନ୍‌ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.