ବଳଦେବଜୀଉ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ, ଭୋଗ ଦୋକାନ ଭସ୍ମୀଭୂତ

କେନ୍ଦ୍ରାପଡା(କେନ୍ଯୁଜ୍): ଅଗ୍ନିକାଣ୍ଡରେ ଭୋଗ ଦୋକାନ ଭସ୍ମୀଭୂତ। କେନ୍ଦ୍ରାପଡା ବଳଦେବଜୀଉଙ୍କ ମନ୍ଦିର ନିକଟରେ ଭୟାବହ ଅଗ୍ନିକାଣ୍ଡ।  ମନ୍ଦିର ବାହାରେ ଥିବା ଆମଣିଆ ଭୋଗ ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ଦୋକାନଟି ପୋଡି ପାଉଁଶ ହୋଇଯାଇଛି।

ଆଜି ସକାଳୁ ସକାଳୁ ଦୋକାନର ମାଲିକ ପ୍ରଦୀପ ସାହୁ ପୋଟଳି ପିଠା ତିଆରୀ କରୁଥିବା ବେଳେ ହଠାତ୍ ନିଆ ଲାଗିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ , ଅଗ୍ନିଶମ ବାହୀନ ପହଂଚି ନିଆକୁ ଆୟତ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.