Below header

ଦାଦାବଟି ନଦେବାରୁ ମରଣାନ୍ତକ ଆକ୍ରମଣ, ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ

ଦାଦାବଟି ନଦେବାରୁ ମରଣାନ୍ତକ ଆକ୍ରମଣ । ଗ୍ୟାସ ଟାଙ୍କିରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣା ଘଟିଛି ନୟାପଲ୍ଲୀ ଥାନା ୮ ନମ୍ବର ଡିଏଭି ସ୍କୁଲ ନିକଟରେ ।

ଦାଦାବଟି ନଦେବାରୁ ମରଣାନ୍ତକ ଆକ୍ରମଣ । ଗ୍ୟାସ ଟାଙ୍କିରେ ଆକ୍ରମଣ କଲେ ଦୁର୍ବୁତ୍ତ । ଘଟଣା ଘଟିଛି ନୟାପଲ୍ଲୀ ଥାନା ୮ ନମ୍ବର ଡିଏଭି ସ୍କୁଲ ନିକଟରେ । ଦୋକାନୀଙ୍କ ମୁଣ୍ଡରେ, ଦେହରେ ଏବଂ ଆଖିରେ ଆଘାତ ଲାଗିଛି । ଆକ୍ରମଣ ସମୟର ଘଟଣା ସିସିଟିଭିରେ କଏଦ ହୋଇଛି । ୬ରୁ ୭ଜଣ ଆସି ଆକ୍ରମଣ କରିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଦୋକାନୀ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.