ମହାପ୍ରଭୁଙ୍କୁ ଦର୍ଶନ କଲେ ଶିବରାଜ ସିଂ ଚୌହ୍ଵାନ , ସପରିବାର ମିଶି ଶ୍ରୀଜିଉଙ୍କୁ କଲେ ପୂଜାର୍ଚ୍ଚନା

ପୁରୀ(କେନ୍ୟୁଜ୍): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ପରିସରରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ବୁଲି ଦେଖିଛନ୍ତି । ସପରିବାର ଶିବରାଜ ସିଂ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଆନନ୍ଦିତ ବୋଲି କହିଛନ୍ତି ଶିବରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.