ଝାରସୁଗୁଡା: ଏଟିଏମ ମେସିନର ଟଙ୍କା ରଖିବା ସ୍ଥାନରେ ଶୋଇଥିଲା ବିରାଟକାୟ ନାଗ ସାପ! ଖୋଲୁ ଖୋଲୁ ଟେକିଲା ଫଣା

ଝାରସୁଗୁଡା: ଏଟିଏମ ମେସିନରୁ ବାହରିଲା ନାଗ ସାପ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରର ସ୍ଥାନୀୟ ତାରିଣୀ ମନ୍ଦିର ଛକ ନିକଟରେ ଥିବା ଏକ ଏଟିଏମ ମେସିନ ଭିତରୁ ନାଗସାପକୁ ଉଦ୍ଧାର କରାଯାଇଛି । ତେବେ ଏଟିଏମରେ ଟଙ୍କା ଭରିବାକୁ ବ୍ୟାଙ୍କର ଜଣେ ଅଧିକାରୀ ମେସିନ ଖୋଲିବାରୁ ଭିତରେ ସାପ ଥିବା ଦେଖିବାକୁ ପାଇଥିଲେ । ପରେ ସ୍ନେକ୍‌ ହେଲପ ଲାଇନକୁ ଖବର ଦେବା ପରେ ସାପଟିକୁ ଉଦ୍ଧାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.