କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି, ୭୦ ପ୍ରତିଶତ ଆଲକୋହଲ ଯୁକ୍ତ ବିଶୋଧକରେ ଅଫିସ ଉପକରଣ ପୋଛିବାକୁ ପରାମର୍ଶ

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଏସ୍‌ଆରସି ପକ୍ଷରୁ ଆଡଭାଇଜିରି ଜାରି କରାଯାଇଛି । କାର୍ଯ୍ୟାଳୟରେ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦିଆଯାଇଛି । ଅଫିସର ସମସ୍ତ ଉପକରଣ ସଫା ରଖନ୍ତୁ । ଟେବୁଲ, ଡେସ୍କ, ଟେଲିଫୋନ୍‌ ଓ କି ବୋର୍ଡ ଗୁଡ଼ିକୁ ସଫା ରଖନ୍ତୁ । ୭୦ ପ୍ରତିଶତ ଆଲକୋହଲ ଯୁକ୍ତ ବିଶୋଧକରେ ଅଫିସ ଉପକରଣ ପୋଛିବାକୁ ପରାମର୍ଶ ଦିଆଯାଇଛି । ସାନିଟାଇଜରରେ ବାରମ୍ବାର ହାତ ଧୋଇବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.