ନୟାପଲ୍ଲୀ ମେଗା ରେସିଡେନ୍ସି ଉପରେ ସ୍ପେସିଆଲ କ୍ରାଇମ ୟୁନିଟର ଚଢ଼ାଉ, ୫୦ କେଜି ଗଂଜେଇ ଜବତ

ନୟାପଲ୍ଲୀରେ ଥିବା ମେଗା ରେସିଡେନ୍ସି ଉପରେ ସ୍ପେସିଆଲ କ୍ରାଇମ ୟୁନିଟର ଚଢ଼ାଉ। ଚଢ଼ାଉ ବେଳେ ୫୦କେଜିରୁ ଉର୍ଦ୍ଧ ଗଂଜେଇ ଜବତ କରିଛି ପୋଲିସ।

ନୟାପଲ୍ଲୀରେ ଥିବା ମେଗା ରେସିଡେନ୍ସି ଉପରେ ସ୍ପେସିଆଲ କ୍ରାଇମ ୟୁନିଟର ଚଢ଼ାଉ। ଚଢ଼ାଉ ବେଳେ ୫୦କେଜିରୁ ଉର୍ଦ୍ଧ ଗଂଜେଇ ଜବତ କରିଛି ପୋଲିସ। ଏଥିରେ ୩ ଜଣକୁ ଅଟକ ରଖିବା ସହ ଗୋଟେ ବାଇକ ଜବତ କରିଛି ପୋଲିସ । ମେଗା ରେସିଡେନ୍ସିରେ ଦୁଇ ମାସ ଧରି ଭଡାରେ ରହି କରୁଥିଲେ ଗଂଜେଇ ସେଲିଙ୍ଗର ଡିଲର ।
ଗତକାଲି ମୁଖ୍ୟ ଅଭିଯୁକ୍ତ ସୁବାଶିଷ ଦିଗଲକୁ ଗିରଫ ପରେ ଗଂଜେଇ ଚୋର ଚାଲାଣର ପରଦାଫାଶ୍‌ ହୋଇଥିଲା। ଆଜି ସେହି ଗ୍ୟାଙ୍ଗର ୩ଜଣକୁ ମାଡ଼ି ବସିଛି ସ୍ପେଶାଲ କ୍ରାଇମ ୟୁନିଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.