ଖୋର୍ଦ୍ଧା ରୋଡ଼ ଷ୍ଟେସନ୍‌ରେ ପହଞ୍ଚିଲେ ସୁରତରୁ ଫେରିଥିବା ଓଡ଼ିଆ ଶ୍ରମିକ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ଷ୍ଟେସନ୍‌ରେ ପହଞ୍ଚିଲେ ଶ୍ରମିକ। କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆ ଷ୍ଟେସନରେ ପହଞ୍ଚିଛନ୍ତି। ଷ୍ଟେସନରେ ଖୋର୍ଦ୍ଧା ନୋଡ଼ାଲ ଅଫିସର ଅନୁ ଗର୍ଗ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍‌ପି ଷ୍ଟେସନ୍‌ରେ ଉପସ୍ଥିତ ଅଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ନାମ ପଞ୍ଜୀକରଣ କରାଯିବ। ପରୀକ୍ଷା ପରେ ନିଜ ନିଜ ଅଞ୍ଚଳକୁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.