ପୁରୀରୁ ଖୋର୍ଦ୍ଧାକୁ ଗଡିଲା ସ୍ପେଶାଲ୍ ଟ୍ରେନ୍। ଟ୍ରାଏଲ୍ ରନ୍ରେ ଚାଲିଥିବା ସ୍ପେଶାଲ ଟ୍ରେନ କାଲି ଖୋର୍ଦ୍ଧାରୋଡରୁ ଆସି ପୁରୀରେ ପହଞ୍ଚିଥିଲା। ଆଜି ସ୍ପେଶାଲ ଟ୍ରେନ୍ ଖୋର୍ଦ୍ଧା ରୋଡ୍ରୁ ପୁରୀ ଯାଇଛି। ତେବେ ରାସ୍ତା ସମସ୍ୟା ଯୋଗୁ ବିଳମ୍ବରେ ପହଞ୍ଚିଥିଲା ଟ୍ରେନ୍। ଟ୍ରାଏଲ ଟ୍ରେନ ଚାଲିବା ପରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ।