ଫନି ବାତ୍ୟାକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ପ୍ରକୃତିର କୋପ ଦେଖିଥିଲା ଓଡିଶା
ଫନି ବାତ୍ୟାକୁ ପୂରିଲା ବର୍ଷେ । ଗତବର୍ଷ ଆଜିର ଦିନରେ ପ୍ରକୃତିର କୋପ ଦେଖିଥିଲା ଓଡିଶା। ଛାରଖାର ହୋଇଥିଲା ପୁରୀ ଓ ଭୁବନେଶ୍ୱର। ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ଅତି…