Below header

ବଜ୍ରକାପ୍ତା ଡିଲ୍‌ ବେଳେ ମାଡ଼ିବସିଲା STF, ଜଣେ ଗିରଫ

ବଲାଙ୍ଗୀର (କେନ୍ୟୁଜ): STF ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଡିଲ୍‌ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବଲାଙ୍ଗିର ଜିଲ୍ଲା ବରଗାଁ ଛକ ନିକଟରେ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରିଛି STF । ଗିରଫ ଅଭିଯୁକ୍ତର ନାଁ ଅଜିତ କୁମାର ବୁଡେକ। ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ୧୦ଟି ବଜ୍ରକାପ୍ତା ସହ ୧୬କେଜି ବଜ୍ରକାପ୍ତା କାତି ଜବତ ହୋଇଛି। ବନ୍ୟପ୍ରାଣୀ ଅପରାଧ ମାମଲାରେ ମୋଟ ୫୬ଜଣଙ୍କୁ ଗିରଫ କରିଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.