କନ୍ଧମାଳରେ ଲଜ୍ଜା , ଶିଶୁକନ୍ୟାକୁ ଜନ୍ମ ଦେଲେ ନାବାଳିକା

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳରେ ଲଜ୍ଜା । ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶତାଧିକ ଲୋକ ଘଟଣାକୁ ବିରୋଧ କରିବା ସହ ସ୍କୁଲରେ ଛାନ୍‌ଭିନ୍‌ କରିଛନ୍ତି । ସ୍କୁଲ ଆଗରେ ପୋଡ଼ାଜଳା କରିବା ସହ ଦାରିଙ୍ଗବାଡ଼ି-ବ୍ରହ୍ମପୁର-ବାଲିଗୁଡ଼ା ରାସ୍ତା ଅବରୋଧ କରିଛନ୍ତି ।

 

Leave A Reply

Your email address will not be published.