ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି, ଗୋଟିଏ ଗୋଷ୍ଠୀର ଛାତ୍ର ଅନ୍ୟ ଗୋଷ୍ଠୀର ଜଣେ ଛାତ୍ରଙ୍କ ଉପରେ କରିଛନ୍ତି ଆକ୍ରମଣ

ବ୍ରହ୍ମପୁର (କେନ୍ୟୁଜ୍‌):  ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଗୋଟିଏ ଗୋଷ୍ଠୀର ଛାତ୍ର ଅନ୍ୟ ଗୋଷ୍ଠୀର ଜଣେ ଛାତ୍ରଙ୍କ ଉପରେ ଆକ୍ରମଣ କରିଛନ୍ତି। ଆନନ୍ଦ ବଜାର ହତାରେ ଛିଡ଼ା ହୋଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ୨ଜଣଙ୍କୁ ଗିରଫ କରିଛି ପୋଲିସ। ଭଞ୍ଜବିହାର ପରିସରରେ ପୋଲିସ ମୁତୟନ ହୋଇଥିବା ବେଳେ ଚାପା ଉତ୍ତେଜନା ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.