କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲ ଛାତ୍ରଙ୍କ ସଫଳତା, ଭIରତ୍ତୋଳନରେ ପାଇଲେ ସ୍ବର୍ଣ୍ଣ ପଦକ

କଟକ ଜ଼ିଲ୍ଲା କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର କୁମାର ବିଗନେସ ରାଉତଙ୍କ ସଫଳତା । ରାଜ୍ୟସ୍ତରୀୟ ଭIରତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସ୍କୁଲର ନIମକୁ ଗୌରବାନ୍ୱିତ୍ୱ କରିଛନ୍ତି ।

କଟକ ଜ଼ିଲ୍ଲା କଲରାବାଙ୍କ କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ର କୁମାର ବିଗନେସ ରାଉତଙ୍କ ସଫଳତା । ରାଜ୍ୟସ୍ତରୀୟ ଭIରତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତି ସ୍କୁଲର ନIମକୁ ଗୌରବାନ୍ୱିତ୍ୱ କରିଛନ୍ତି । ଏହି ଅବସରରେ ସ୍କୁଲ ତଥା କାଦମ୍ବିନୀ କୁନିକଥା ର ସମ୍ପାଦିକା ଡକ୍ଟର ଇତି ସାମନ୍ତ କୁମାର ବିଗନେସଙ୍କୁ ଫୁଲତୋଡ଼ା ଦେଇ ସମ୍ବଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ,ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କୁମାର ବିଗନେସଙ୍କୁ ଉତ୍ସାହିତ କରିଥିଲେ ।

ଆସନ୍ତା ମାର୍ଚ୍ଚ ମାସରେ ଜମ୍ମୁରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ କୁମାର ବିଗନେସ ଭାଗ ନେବେ । ଏଥିରେ କୁମାର ବିଗନେସ ସଫଳତା ପାଇବେ ବୋଲି ସମସ୍ତେ ଅIଶIରଖିଛନ୍ତି । ଏପଟେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଏହାର ଶ୍ରେୟ କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ , କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡ଼. ଇତି ସାମନ୍ତ , କୋଚ ଅବିନାଶ ମହାନ୍ତି ,ସ୍କୁଲର ଖେଳ ଶିକ୍ଷୟତ୍ରୀ ସଂଗୀତା ରାୟ ଓ ସ୍କୁଲ ଆଡମିନଷ୍ଟେଟିଭି ଅଫିସର ସାଗରିକ ମହାପାତ୍ର ଓ ସହପାଠୀଙ୍କୁ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.