କଲରାବାଙ୍କ ରାମ ମନ୍ଦିରରେ ପୂଜାର୍ଚ୍ଚନା, ଯୋଗଦେଲେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ
ଜଗତସିଂହପୁର : କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା। ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମହାପ୍ରଭୁ ରଘୁନାଥଜୀଉ ଓ ଭକ୍ତ ଶିରୋମଣି ସଙ୍କଟ ମୋଚନଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ହୋଇଛି। ଅଯୋଧ୍ୟ୍ୟ ଠାରେ ରାମଙ୍କ…