Browsing Tag

kalarabanka

କଟକ: ସ୍ମାର୍ଟ ଗାଁ କଲରାବାଙ୍କ ଠାରେ ଲଞ୍ଚ୍‌ ହେବାକୁ ଯାଉଛି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌, ଗ୍ରାମୀଣ ଉଦ୍ୟୋଗୀମାନେ…

କଟକ(କେନ୍ୟୁଜ୍):ସ୍ମାର୍ଟ ଗାଁ କଟକ ଜିଲ୍ଲା କଲରାବାଙ୍କ ଠାରେ ଲଞ୍ଚ୍‌ ହେବାକୁ ଯାଉଛି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌ । ଆସନ୍ତା ୧୪ ତାରିଖରେ SUSTAINABLE OUTREACH AND UNIVERSAL LEADERSHIP LIMITED (SOUL) ଏହି ପ୍ରଥମ ପବ୍ଲିକ୍‌ ଡାଟା ଅଫିସ୍‌ ଲଞ୍ଚ୍‌ କରିବାକୁ ଯାଉଛି ।…

କଟକ: ନିରାଡ଼ମ୍ବର ଭାବେ ପାଳିତ ହେଲା ଆଦର୍ଶ ଗ୍ରାମ କଲରାବାଙ୍କ ହାଇସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ

କେନ୍ୟୁଜ୍(ବ୍ୟୁରୋ):  କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କ ହାଇସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳନ ହୋଇଛି। ଗ୍ରାମର ପ୍ରଥମ ସ୍କୁଲ ଭାବେ ପ୍ରତିଷ୍ଠା ଲାଭ କରିଥିବା ଏହି ସ୍କୁଲ ଗତ ୧୫ ବର୍ଷ ଧରି ଶତପ୍ରତିଶତ ରେଜଲଟ ଦେଇ ଆସୁଛି। ସ୍ମାର୍ଟ ଗାଁର ଲକ୍ଷ୍ୟ ନେଇ…

କିଟ ଓ କିସ ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ କଟକ ଜିଲ୍ଲା କଲରାବାଙ୍କ ଗାଁରେ ଉଦଘାଟିତ ହେଲା ନୂଆ…

କଟକ: କଟକ ଜିଲ୍ଲାର ଏକ ଆଦର୍ଶ ଗ୍ରାମ ଭାବେ ଜଣା କଲରାବାଙ୍କ ଗାଁରେ ନୂତନ ସବ୍‌ପୋଷ୍ଟ ଅଫିସ୍‌ ଉଦଘାଟିତ ହୋଇଛି। ଓଡ଼ିଶା ମୁଖ୍ୟ ଡାକପାଳ ସୁବାସ ଚନ୍ଦ୍ର ବର୍ମା ଏହାର ଉଦଘାଟନ କରିଛନ୍ତି। ଏହି ଡାକଘର ପ୍ରତିଷ୍ଠାରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅବଦାନ ଅତୁଳନୀୟ ରହିଛି | କେବଳ ତାଙ୍କରି…

କଟକ: ଆଦର୍ଶ ଗ୍ରାମ କଲରାବାଙ୍କରେ ବେଶ ଧୁମଧାମରେ ପାଳିତ ହେଲା ମାଆ ସରସ୍ୱତୀଙ୍କ ପୂଜା

କଟକ(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ବେଶ ଧୁମଧାମରେ ପାଳିତ ହୋଇଛି ମାଆ ସରସ୍ୱତୀଙ୍କ ପୂଜା । ଗ୍ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ବାଗଦେବୀଙ୍କ ପୂଜାର୍ଚ୍ଚନା । ଏଠାରେ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ନିଳିମାରାଣୀ ଚାରି ଟେବୁଲ୍‌ ଟ୍ରଷ୍ଟର…

କଟକ: ଆଦର୍ଶ ଗାଁ କଲରାବାଙ୍କରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ, ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ…

କେନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲାର ଆଦର୍ଶ ଗାଁ କଲରାବାଙ୍କରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଲରାବାଙ୍କ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ ସ୍କୁଲ ପରିଚାଳନା କମିଟିର ସଭାପତି ତଥା…

ନବବର୍ଷରେ ମା ନୀଳିମା ରାଣୀ ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଲେ କିଟ୍‌ ଓ କିସ୍‌ର…

କଟକ (କେନ୍ୟୁଜ୍):  କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କରେ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା । କଲରାବାଙ୍କ ଗାଁର ସୁପୁତ୍ର ଡକ୍ଟର ଅଚ୍ୟୁତ ସାମନ୍ତ ନୂତନ ବର୍ଷରେ ମା ନୀଳିମା ରାଣୀ ସାମନ୍ତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଛନ୍ତି । ଏହି…

କଟକ: ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ମହାସମାରୋହରେ ପାଳିତ ହେଲା ରାସ ପୂର୍ଣ୍ଣିମା,

କଟକ(କେନ୍ୟୁଜ୍): ସ୍ମାର୍ଟ ଭିଲେଜ୍‌ କଲରାବାଙ୍କରେ ମହାସମାରୋହରେ ପାଳିତ ହୋଇଯାଇଛି ରାସ ପୂର୍ଣ୍ଣିମା । କାର୍ତ୍ତିକେଶ୍ୱରଙ୍କ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା ଗାଁରେ । ଆଖପାଖ ଗାଁ ଏବଂ ଜିଲ୍ଲାର ଲୋକଙ୍କ ଗହଳିଚହଳି ଦେଖିବାକୁ ମିଳିଥିଲା ସ୍ମାର୍ଟ…

କଟକ: ଉତ୍ସବମୁଖର ଆଦର୍ଶ ଗ୍ରାମ କଲରାବାଙ୍କ, ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ପୂଜା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କଟକ(କେନ୍ୟଜ୍):  ମା’ ଦକ୍ଷିଣେଶ୍ୱରୀ କାଳୀ ମା’ଙ୍କ ପୂଜାର୍ଚ୍ଚନାରେ ଉତ୍ସବମୁଖର କଟକ ଜିଲ୍ଳାର ଆଦର୍ଶ ଗ୍ରାମ କଲରାବାଙ୍କ । ଗାଁରେ ଚାଲିଛି ମା’ ଦକ୍ଷିଣେଶ୍ୱରୀ କାଳିଙ୍କ ପୂଜା । ଏ ଅବସରରେ ମାଟିର ପୁଅ ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ ମା’ଙ୍କ ଦର୍ଶନ ସହ ଆଳତି ଦର୍ଶନ କରିଥିଲେ । ପ୍ରାୟ…