ସୁବର୍ଣ୍ଣପୁର : ଫାୟାର ମ୍ୟାନଙ୍କ ତଣ୍ଟି କାଟି ହତ୍ୟା

ସୁବର୍ଣ୍ଣପୁର (କେନ୍ୟୁଜ୍) : ଫାୟାର ମ୍ୟାନଙ୍କ ତଣ୍ଟି କାଟି ହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଅର ପାର୍ଲର ଭିତରେ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ମୃତ ଫାୟାର ମ୍ୟାନ୍ ଜଣକ ହେଲେ ସୁନ୍ଦରଗଡ ଜିଲ୍ଲା ବଣାଇର ଦୁଷ୍ମନ୍ତ କିଶନ । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ଅଜଗରକୁ ପୋଲିସ ଗିରଫ କରି ପଚରା ଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.