ଭିଜିଲାନ୍ସ ଜାଲରେ ଭଦ୍ରକ CDPO କାର୍ଯ୍ୟାଳୟର ସୁପରଭାଇଜର

ଭଦ୍ରକ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ସୁପରଭାଇଜର। ଭଦ୍ରକ CDPO କାର୍ଯ୍ୟାଳୟରେ ଥିବା ସୁପରଭାଇଜରଙ୍କ ଘରେ ଚଢାଉ କରିଛି ଟିମ୍‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ ଚାଲିଛି।

ଆରଡ଼ି ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢାଉ ଜାରି ରହିଛି। ଭିଜିଲାନ୍ସର ୩ ଟିମ୍‌ ଏହି ରେଡ୍‌ରେ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.