ଆହାର କେନ୍ଦ୍ରରେ ଯୋଗାଣ ମନ୍ତ୍ରୀ, ବୟସ୍କ ଲୋକଙ୍କ ସହ ମିଶି ଆହାର ଖାଇବା ସହ କଲେ ମାନ ପରୀକ୍ଷା

ଆଠଗଡ(କେନ୍ୟୁଜ୍): ଆହାର କେନ୍ଦ୍ରରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଖାଦ୍ୟର ମାନ ଓ ଗୁଣବତ୍ତା ପରକ୍ଷା କରି ସାଧାରଣ ଲୋକଙ୍କ ସହ ବସି ଭୋଜନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ । ଆଠଗଡ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରର ନୂତନ ଗୃହ  ଶୁଭାରମ୍ଭ କରିବା ସହ ବୃଦ୍ଧ ବୟସ୍କ ଲୋକଙ୍କ ସହ ମିଶି ଆହାର କେନ୍ଦ୍ରର ଖାଦ୍ୟ ଖାଇଥିଲେ। ଏଥିସହିତ  ଆଠଗଡ କମ୍ପାନୀ ଅଞ୍ଚଳରେ ଆଉ ଏକ ଆହାର କେନ୍ଦ୍ର ଖେଲିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବେ ବୋଲି ମନ୍ତ୍ରୀ କହିଛନ୍ତି

ahara center

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.