ସ୍କୁଲ ଅଫିସ ଭିତରେ ମଧ୍ୟାହ୍ନ ଭୋଜନରେ ଭାତ ସହ ସୁସ୍ୱାଦୁ ଖାଦ୍ୟ, ବିବାଦରେ ବଲାଙ୍ଗୀର ଠେଲକୋମୁଣ୍ଡା ପ୍ରାଥମିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ

ବଲାଙ୍ଗୀର: ସେଲଫିକୁ ନେଇ ବିବାଦ । ବିବାଦରେ ଫସିଛନ୍ତି ବଲାଙ୍ଗୀର ଠେଲକୋମୁଣ୍ଡା ପ୍ରାଥମିକ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ । ମଧ୍ୟାହ୍ନ ଭୋଜନରେ ଭାତ ସହ ସୁସ୍ୱାଦୁ ଖାଦ୍ୟ ସ୍କୁଲ ଅଫିସ ଭିତରେ ଖାଉଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସ୍କୁଲକୁ ସିଆରସିସି ପରିଦର୍ଶନରେ ଆସିଥିବା ବେଳେ ତାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଖାଇବା ବେଳେ ସେଲଫି ନେଇଥିଲେ । ବଢ଼ାଯାଇଥିବା ଖାଦ୍ୟରେ ଅନେକ ସୁସ୍ୱାଦୁ ଖାଦ୍ୟ ପରସା ଯାଇଛି । ଏହି ଫଟୋ ଭାଇରାଲ ହେବାପରେ ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.