ଶେଷରେ ଠାକୁରଙ୍କୁ ବି ଛାଡିଲେନି ଚୋର, ପ୍ରଭୁବଳଦେବଜୀଉଙ୍କ ହୁଣ୍ଡି ଭାଙ୍ଗି ଲୁଟିନେଲେ ଟଙ୍କା

କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁବଳଦେବଜୀଉ ମନ୍ଦିର ହୁଣ୍ଡିରୁଚୋରି । ମଧ୍ୟ ରାତ୍ରରେ ହୁଣ୍ଡିତାଡି ନେଇଗଲେ ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ । ତେବେ ହୁଣ୍ଡିରୁ ବାହାରି ଥିବା ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁଫିଙ୍ଗି ଚାଲି ଯାଇଛନ୍ତି ଦୁର୍ବୃତ୍ତ ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁବଳଦେବଜୀଉ ମନ୍ଦିର ହୁଣ୍ଡିରୁଚୋରି । ମଧ୍ୟ ରାତ୍ରରେ ହୁଣ୍ଡିତାଡି ନେଇଗଲେ ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ । ତେବେ ହୁଣ୍ଡିରୁ ବାହାରି ଥିବା ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁଫିଙ୍ଗି ଚାଲି ଯାଇଛନ୍ତି ଦୁର୍ବୃତ୍ତ । ଗତ ରଥଯାତ୍ରା ପରଠୁ ହୁଣ୍ଡିଖୋଲା ଯାଇନଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ହୁଣ୍ଡିନିକଟରେ cctv ଲାଗିଥିବା ବେଳେ ଏହା କାର୍ଯ୍ୟ କରୁନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.