Browsing Tag

temple looted

ଶେଷରେ ଠାକୁରଙ୍କୁ ବି ଛାଡିଲେନି ଚୋର, ପ୍ରଭୁବଳଦେବଜୀଉଙ୍କ ହୁଣ୍ଡି ଭାଙ୍ଗି ଲୁଟିନେଲେ ଟଙ୍କା

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁବଳଦେବଜୀଉ ମନ୍ଦିର ହୁଣ୍ଡିରୁଚୋରି । ମଧ୍ୟ ରାତ୍ରରେ ହୁଣ୍ଡିତାଡି ନେଇଗଲେ ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ । ତେବେ ହୁଣ୍ଡିରୁ ବାହାରି ଥିବା ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁଫିଙ୍ଗି ଚାଲି ଯାଇଛନ୍ତି ଦୁର୍ବୃତ୍ତ । ଗତ…

ଗୋଟିଏ ରାତିରେ ୫ ମନ୍ଦିରରୁ ସିରିଜ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଟାଙ୍ଗି (କେନ୍ୟୁଜ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ବାଲିଆ ଗ୍ରାମ ଥିବା ୫ମନ୍ଦିରରୁ ରାତିରେ ସିରିଜ ଚୋରି ହୋଇଥିବା ଜଣାପଡିଛି । ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଜନସାଧାରଣଙ୍କ ଆସ୍ଥା ଉପରେ ଲାଗିଛି କୁଠାରଘାତ । ସୂଚନା ଅନୁଯାୟୀ ପ୍ରତିଦିନ ପରି ମନ୍ଦିର ପୂଜକ ମନ୍ଦିରର…

ହିଞ୍ଜିଳିକାଟୁ: ଦଣ୍ଡ କାଳୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ(କେନ୍ୟୁଜ୍): ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଗ୍ରାମର ଦଣ୍ଡ କାଳୀଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ। ଗତ ମଧ୍ୟରାତିରେ ମନ୍ଦିରର ତାଲା ଭାଙ୍ଗି ମାଁ ଦଣ୍ଡକାଳୀଙ୍କ ବିଭିନ୍ନ…

ଗୋଟିଏ ରାତିରେ ୩ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ଲୁଟିନେଲେ ୪ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର

ଜଳେଶ୍ବର(କେନ୍ଯୁଜ୍): ଗୋଟିଏ ରାତିରେ ୩ ମନ୍ଦିରରୁ ଲୁଟ୍‌। ୪ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବାଳିଆପାଟି ଗାଁର ୩ଟି ମନ୍ଦିରରୁ ଟଙ୍କା ଓ ସୁନା ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ , ଲକ୍ଷ୍ମୀ…