୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା

୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ବାପା । କଟକ ସଦର ସଇଁଦା ନିକଟ ସିଡୁଆ ନଦୀକୁ ଡେଇଁଲେ ବାପା । ଛୁଆକୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଏଯାଏ ବାପାଙ୍କ ପତ୍ତା ମିଳିନି ।

କଟକ (କେନ୍ୟୁଜ): ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲେ ବାପା । କଟକ ସଦର ସଇଁଦା ନିକଟ ସିଡୁଆ ନଦୀକୁ ଡେଇଁଲେ ବାପା । ଛୁଆକୁ ସୁରକ୍ଷିତ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଏଯାଏ ବାପାଙ୍କ ପତ୍ତା ମିଳିନି । ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ । ନିଖୋଜ ବ୍ୟକ୍ତିଙ୍କ ଘର କନ୍ଦରପୁର ଅଞ୍ଚଳରେ ବୋଲି ଜଣାପଡିଛି । ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.