Below header

ପଥର ଉପରେ ଚଢିଗଲା ଇଞ୍ଜିନ, ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ । ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଅନୁଗୋଳ ଜିଲ୍ଲା ହଣ୍ଡପାରୁ ବଇଣ୍ଡା ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଅନୁଗୁଳ (କେନ୍ୟୁଜ): ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ । ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ଅନୁଗୋଳ ଜିଲ୍ଲା ହଣ୍ଡପାରୁ ବଇଣ୍ଡା ମଧ୍ୟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଭୂସ୍ଖଳନ ଯୋଗୁ ଟ୍ରାକ୍‌ରେ ଖସୁଥିଲା ପଥର । ଟ୍ରାକରେ ଖସିପଡିଥିବା ପଥର ଉପରେ ଚଢିଯାଇଥିଲା ଇଞ୍ଜିନ । ଫଳରେ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା ଟ୍ରେନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.