ମାନବିକତା ଦେଖାଇଲେ ଟ୍ରାଫିକ ପୋଲିସ୍: ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କର ବଞ୍ଚାଇଲେ ଜୀବନ

କଟକ (କେନ୍ୟୁଜ): ମହାନ୍ ମାନବିକତା ସହ ଉପସ୍ଥିତ ବୁଦ୍ଧି ଯୋଗୁ ମହିଳାଙ୍କ ସହ ଶିଶୁର ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ୍ କର୍ମଚାରୀ। କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଟାଣି ଆଣି ଜୀବନ ବଞ୍ଚାଇଲେ ଟ୍ରାଫିକ ପୋଲିସ କର୍ମଚାରୀ ତପନ କୁମାର ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.