ରାସ୍ତା ତଳକୁ ଓଲଟିଲା ଟ୍ରକ: ୩ ଗୁରୁତର, ୨ ଆହତ

ରାସ୍ତା ତଳକୁ ଓଲଟିଲା ଟ୍ରକ୍ ୩ଗୁରୁତର ୨ ଆହତ । ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥ ଛକ ନିକଟରେ ଏକ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରକ୍ ରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ମଧ୍ଯ ଆହତ ହୋଇଛନ୍ତି ।

ଆନନ୍ଦପୁର (କେନ୍ୟୁଜ): ରାସ୍ତା ତଳକୁ ଓଲଟିଲା ଟ୍ରକ୍ ୩ଗୁରୁତର ୨ ଆହତ । ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥ ଛକ ନିକଟରେ ଏକ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରକ୍ ରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର ମଧ୍ଯ ଆହତ ହୋଇଛନ୍ତି ।

ଖବର ପାଇ ପିସିଆର ଭ୍ୟାନ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସମସ୍ଥ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛି ହେଲେ ୨ଜଣଙ୍କ ଅବସ୍ତା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଟ୍ରକ୍ ଟି ଯାଉଥିବା ସମୟରେ ଅନ୍ଯ ଏକ ଟ୍ରକ୍ ସାଇଡ ମାରିବାରୁ ଟ୍ରକ ଟି ରାସ୍ତାତଳକୁ ଓଲଟି ପଡ଼ିଥିବା କହିଛନ୍ତି ଦୁର୍ଘଟଣାର ଶିକାର ହୋଇଥିବା ବ୍ଯକ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.