ଘର ଆଗରେ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ , ଥାନାରେ ଅଭିଯୋଗ ଆଣିଲେ ଗାଡ଼ି ମାଲିକ

ଗାଡି ଜାଳିଦେଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୨ରେ ଏକ ଘର ଆଗରେ ଥିବା ଗାଡିକୁ କିଛି ଦୁର୍ବୁତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଗାଡି ଜାଳିଦେଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୨ରେ ଏକ ଘର ଆଗରେ ଥିବା ଗାଡିକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଗାଡି ମାଲିକ । ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପୋଲିସ । ସର୍ଟ ସର୍କିଟ ଯୋଗୁ ଗାଡିରେ ନିଆଁ ଲାଗିଥିବା ପୋଲିସ୍ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.