ଅସ୍ତରଙ୍ଗ ଦେବୀମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ଧରିବା ପଡିଲା ମହଙ୍ଗା: ୪ ଟ୍ରଲରକୁ ଜବତ, ୩୨ ମତ୍ସ୍ୟଜୀବୀ ଅଟକ

ଅସ୍ତରଙ୍ଗ(କେନ୍ଯୁଜ୍): ଅସ୍ତରଙ୍ଗ ଦେବୀମୁହାଣ ନିଷିଦ୍ଧାଞ୍ଚଳରୁ ମାଛ ଧରିବା ପଡିଲା ମହଙ୍ଗା । ୪ ଟ୍ରଲରକୁ ଜବତ କଲା କୋଷ୍ଟଗାର୍ଡ ଓ ମତ୍ସ୍ୟବିଭାଗ । ଗୋଟିଏ ଟ୍ରଲର ବାଲେଶ୍ୱର ଆଉ ୩ଟି ଟ୍ରଲର ପାରାଦୀପ ଅଞ୍ଚଳର ବୋଲି ଜଣାପଡିଛି । ୩୨ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.