Odia fishermen: ପୁଣି ସାମ୍ନାକୁ ଆସିଲା ଦାଦନ ମୃତ୍ୟୁ, କର୍ଣ୍ଣାଟକ ସମୁଦ୍ରରେ ବୁଡି ଚାଲିଗଲା ଓଡ଼ିଆ ମତ୍ସ୍ୟଜୀବୀଙ୍କ…
ବ୍ରହ୍ମଗିରି : ପୁଣି ସାମ୍ନାକୁ ଆସିଲା ଦାଦନ ମୃତ୍ୟୁ । କର୍ଣ୍ଣାଟକ ସମୁଦ୍ରରେ ଓଡ଼ିଆ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ମଲଫି ସମୁଦ୍ରରେ ମାଛ ଧରିବା ବେଳେ ଅଘଟଣ ହୋଇଛି । ଗତକାଲି ମାଛ ଧରିବାବେଳେ ଟ୍ରଲରରୁ ଖସିପଡି ଥିଲେ । ତାଙ୍କ ମୃତଦେହ ରାତିରେ ଉଦ୍ଧାର ହୋଇଛି । ମୃତକ…