ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ୩ ଗିରଫ

ନୟାଗଡ଼(କେନ୍ଯୁଜ୍): ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ୩ ଗିରଫ। ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ଟଙ୍କା ବାଣ୍ଟି ଲୋକଙ୍କ ହାତରେ ଧରା ପଡିଛନ୍ତି। ନୟାଗଡ଼ ଚାନ୍ଦପୁର ଥାନା ମୟୂର ଝାଲିଆ ଗାଁର ଲୋକମାନେ ଗାଁ ମୁଣ୍ଡରେ ଜଗି ରହିଥିବାବେଳେ ପଛପଟେ ପଶି ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।

ଗାଁଲୋକେ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଚାନ୍ଦପୁର ପୋଲିସ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.