ଗଞ୍ଜାମ ଖଣ୍ଡିଦେଉଳି ବିରୁଳିଗଡ଼ ରାସ୍ତାରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍: ୩ମୃତ, ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର

ଗଞ୍ଜାମ : ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌ । ଭ୍ୟାନ୍‌ ଓଲଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି ବିରୁଳିଗଡ଼ ରାସ୍ତାରେ ଭ୍ୟାନ୍‌ଟି ଓଲଟି ପଡିଥିଲା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ସମସ୍ତେ ଗଞ୍ଜାମ ବ୍ଲକ ଡିଆଁଡିଇଁ ଗାଁର ବୋଲି ସୂଚନା ମିଳିଛି । ଭାବନ୍ଧ ସ୍ଥିତ ଏକ କ୍ରସରକୁ ଏମାନେ କାମ କରିବାକୁ ଯାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.