Below header

ଗାଧେଇବା ବେଳେ ଡ୍ୟାମ୍‌ରେ ବୁଡ଼ି ୩ ଛାତ୍ରଙ୍କ ସଲୀଳ ସମାଧି

କୋରାପୁଟ(କେନ୍ଯୁଜ୍): ସ୍ନାନରୁ ସଲିଳ ସମାଧି । ଗାଧୋଇବା ବେଳେ ଗୁଡିଗଲେ ତିନି ଜଣ ଛାତ୍ର । କୋରାପୁଟ ଜିଲ୍ଲା କୋଲାବ୍‌ ଡ୍ୟାମରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ରମାକାନ୍ତ ପଟ୍ଟନାୟକ, ସନ୍ଦୀପ ପୂଜାରୀ ଓ ମନ୍ମଥ ସାମଲ । ସମସ୍ତ ଛାତ୍ର କୋରାପୁଟ ସରକାରୀ ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ର । ଜଣେ ବନ୍ଧୁଙ୍କ ଜନ୍ମଦିନ ପାଳନ ପାଇଁ ଛାତ୍ରମାନେ ଖୁସି ଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.