ସୁନ୍ଦରଗଡ଼ : ବଜ୍ରାଘାତରେ ଜଣେ ମୃତ

ସୁନ୍ଦରଗଡ଼ (କେନ୍ୟୁଜ୍) : ବଜ୍ରାଘାତରେ ଜଣେ ମୃତ । ସୁନ୍ଦରଗଡ଼ ସଦର ଥାନା ସୁବଳୟା ଗାଁରେ ଏହି ଅଘଟଣ ଘଟିଛି । ଛୋଟପିଲାମାନେ ଏକ ଗଛତଳେ ଖେଳୁଥିବାବେଳେ ବଜ୍ରାଘାତରେ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିଲା । ୫ଜଣ ଶିଶୁ ଆହତ ହୋଇଥିଲେ । ଆହତମାନଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.