କେନ୍ଦୁଝରରେ କ୍ରାଇମ୍‌ବ୍ରାଞ୍ଚ STFର ରେଡ୍: ଏକ କଲରାପତରିଆ ବାଘ ଛାଲ ସହିତ ୨ଟି ହାତୀଦାନ୍ତ ଜବତ, ବିକ୍ରୀ ପାଇଁ ଚାଲିଥିଲା ଡିଲ୍

କେନ୍ଦୁଝର: କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ। କେନ୍ଦୁଝରରେ କ୍ରାଇମ୍‌ବ୍ରାଞ୍ଚ STFର ରେଡ୍ ବେଳେ ଏସବୁ ଜବତ ହୋଇଛି‌। ଖବର ମୁତାବକ, ଏକ କଲରାପତରିଆ ବାଘ ଛାଲ ସହିତ ୨ଟି ହାତୀଦାନ୍ତ ଜବତ ହୋଇଛି।

ଏହାକୁ ବିକିବା ପାଇଁ  ଡିଲ୍‌ ଚାଲିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି STF। ରାକେଟ୍‌ ନେଇ ୩ ଜଣଙ୍କୁ ପଚରାଉଚରା କରୁଛି ପୋଲିସ। କିଏ କେଉଁଠିକୁ ଚାଲାଣ କରୁଥିଲା ସେନେଇ ତନାଘନା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.