ଆଜି ରାଜ୍ୟ କ୍ୟାବିନେଟ୍: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍‌ସିଂରେ ହେବ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ୍‌ । ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍‌ସିଂରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ହେବ । ପୂର୍ବରୁ କୌଣସି ସୂଚନା ଦିଆନଯାଇ ସରକାର ହଠାତ୍‌ ଜରୁରୀ କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ।

ଶ୍ରୀଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଆଇନ ସହ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଭିନ୍ନ ବିଭାଗର ୫ଟି ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇପାରେ । ଗତ ୪ ଦିନ ତଳେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିଥିବାବେଳେ ଆଜିର ବୈଠକକୁ ନେଇ ପୁଣି ଉତ୍କଣ୍ଠା ବଢିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.