ଆଜି ବିଶ୍ୱ ହେପାଟାଇଟସ୍‌ ଡେ’ରେ ଶିଳ୍ପୀ ମାନସ ସାହୁଙ୍କ ଦ୍ବାରା ବାଲୁକାକଳା: ଚଳିତ ବର୍ଷର ଥିମ୍‌ ରହିଛି ‘HEPATITIES CAN NOT WAIT’

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ହେପାଟାଇଟସ୍‌ ଡେ । ଚଳିତ ବର୍ଷର ଥିମ୍‌ ରହିଛି ‘HEPATITIES CAN NOT WAIT’। ଏହି ଅବସରରେ ପୁରୀ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ଏହି ବାଲୁକା କଳା ମାଧ୍ୟମରେ ସେ ବାର୍ତ୍ତା ଦେଇଛନ୍ତି ଆମ ଫୁସଫୁସ ଓ ସ୍ୱାସ୍ଥ୍ୟର ସୁରକ୍ଷା ଆମ ନିଜ ହାତରେ।

ଆମେ ସମସ୍ତେ ନିୟମାବଳୀକୁ ପାଳନ କଲେ ହେପାଟାଇଟିସ୍‌ଠାରୁ ଦୂରରେ ରହିପାରିବା। PROTECT YOURSELF FROM HEPATAITIS ଏବଂ WORLD HEPATITIS DAY ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ସମୟ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.