ଆସନ୍ତାକାଲି ଅକ୍ଷୟ ତୃତୀୟାରେ ପୁଣି ମିଳିବ କାଳିଆ ଟଙ୍କା, ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ପାଇବେ

ଭୁବନେଶ୍ବର(କେନ୍ୟୁଜ): ଅକ୍ଷୟ ତୃତୀୟାରେ ପୁଣି ମିଳିବ କାଳିଆ ଟଙ୍କା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଅକ୍ଷୟା ତୃତୀୟ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ଆର୍ଥିକ ସହାୟତା ।

୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ସହାୟତା ପାଇବେ । ୮୦୦ କୋଟି ଟଙ୍କା ପ୍ରଦାନ କରାଯିବ । ବର୍ଷକୁ ଦୁଇଥର କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.