Browsing Tag

kalia yojana

ଜୀବିତ ଥାଉ ଥାଉ ହିତାଧିକାରୀଙ୍କୁ ମୃତ ଘୋଷଣା, କାଳିଆ ଯୋଜନା ରାଶିରୁ ବଞ୍ଚିତ ହୋଇଛନ୍ତି କାଳନ୍ଦୀ

ଯାଜପୁର (କେନ୍ୟୁଜ): ରାଜ୍ୟରେ ଥିବା କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏହା ଦ୍ଵାରା କୃଷକଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତ ହେବା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଆୟ ବୃଦ୍ଧି ହେଉଛି । ରାଜ୍ୟର ୪୭ ଲକ୍ଷ ୭୯ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ…

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି, ବଢ଼ିଲା କାଳିଆ ଯୋଜନା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି । ୩ ବର୍ଷ ବଢ଼ିଲା କାଳିଆ ଯୋଜନା । ଫଳରେ ୨୦୨୭ ଯାଏ ବଢ଼ିଲା କାଳିଆ ଯୋଜନା । କାଳିଆ ଯୋଜନାରେ କୃଷକମାନଙ୍କୁ ଆର୍ଥିକ ପ୍ରଗତିର ମୁଖ୍ଯସ୍ରୋତରେ ସାମିଲ କରିବା ସହ ରାଜ୍ୟର ଆର୍ଥିକ ବୃଦ୍ଧିରେ ସହଭାଗିତାକୁ ସୁନିଶ୍ଚିତ କରିବାକୁ କାଳିଆ ଯୋଜନାକୁ…

ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି, ଖାତାକୁ ଗଲା ମୋଟ ୮୬୯ କୋଟି ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି । ମିଳିଲା ‘କାଳିଆ’ ଯୋଜନା ଟଙ୍କା । ପ୍ରତି ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା । କାଳିଆ ଯୋଜନାରେ ୪୧ ଲକ୍ଷ କ୍ଷୁଦ୍ର ଚାଷୀ, ୮୫ ହଜାର ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି ମୋଟ ୮୬୯ କୋଟି ଟଙ୍କା । ଏହି କାଳିଆ ସହାୟତା ବଣ୍ଟନ…

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ଆକାଉଣ୍ଟକୁ ଆସିଲା ୮୦୪ କୋଟିର ଆଉ ଏକ କିସ୍ତି

ଭୁବନେଶ୍ୱର (କେନ୍ୟୁଜ): ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନା ଟଙ୍କା । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୮୦୪ କୋଟି…

ଅକ୍ଷୟା ତୃତୀୟାରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା, ଚାଷୀଙ୍କୁ ୮୦୦ କୋଟି ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର

ଭୁବନେଶ୍ବର(କେନ୍ୟୁଜ୍) : ଅକ୍ଷୟ ତୃତୀୟାରେ ପୁଣି ମିଳିବ କାଳିଆ ଟଙ୍କା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଅକ୍ଷୟା ତୃତୀୟ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ଆର୍ଥିକ ସହାୟତା । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ସହାୟତା…

ଆସନ୍ତାକାଲି ଅକ୍ଷୟ ତୃତୀୟାରେ ପୁଣି ମିଳିବ କାଳିଆ ଟଙ୍କା, ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ ପାଇବେ

ଭୁବନେଶ୍ବର(କେନ୍ୟୁଜ): ଅକ୍ଷୟ ତୃତୀୟାରେ ପୁଣି ମିଳିବ କାଳିଆ ଟଙ୍କା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଅକ୍ଷୟା ତୃତୀୟ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାରେ ଆର୍ଥିକ ସହାୟତା । ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିରେ…

କାଳିଆ ଯୋଜନା ଆହୁରି ତିନି ବର୍ଷ ଚାଲିବ, ରାଜ୍ୟର ହିତାଧିକାରୀ ହେବେ ଲାଭବାନ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : କାଳିଆ ଯୋଜନାରେ ଲାଭ ପାଉଥିବା ହିତାଧିକାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର । ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ପୁଣି ଚାଲୁ ରହିବ କାଳିଆ ଯୋଜନା। ଏଥିପାଇଁ ୫ ହଜାର ୯୩୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ୨୦୧୯ରେ ଆରମ୍ଭ ହୋଇଥିବା…

କରୋନା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଯୋଜନା ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ କଲେ ସରକାର

କେନ୍ୟୁଜ(ବ୍ୟୁରୋ): ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଯୋଜନାରେ ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ । ରାଜ୍ୟରେ କୋଭିଡ ସ୍ଥିତି ଓ ଖରିଫ୍‌ ଚାଷକୁ ଦୃଷ୍ଟିରେ ରଖି ଟଙ୍କା ଫେରସ୍ତ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ…

କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର, କ୍ୟାବିନେଟ୍‌ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର । କ୍ୟାବିନେଟ୍‌ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ୟାବିନେଟ୍‌ କାଳିଆ ଓ ପିଏମ୍‌ କିଶାନର ପରିଚାଳନା ନିୟମାବଳୀର ତର୍ଜମା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୦୧୯-୨୦ ଆର୍ଥିକ…

ପୁଣି ଫେରିଲା ‘କାଳିଆ’, ନଭେମ୍ବରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ପୁଣି ଫେରିଲା ‘କାଳିଆ’ । ନଭେମ୍ବରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଦ୍ୱିତୀୟ କିସ୍ତିରେ ମିଳିବ ସହାୟତା ରାଶି। ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । କାଳିଆ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା । କେତେ ଯୋଗ୍ୟ ଓ କେତେ ଅଯୋଗ୍ୟ…

ରାଜ୍ୟରେ ଆସିବ ନୂଆ କୃଷି ନୀତି, ସବୁ ବର୍ଗର ଲୋକଙ୍କ ମତାମତ ନେଇ ଚୂଡ଼ାନ୍ତ କୃଷି ନୀତି ହେବ ପ୍ରସ୍ତୁତ

ପ୍ରକାଶ ପାଇଲା ଚିଠା କୃଷି ନୀତି-୨୦୧୯ । ରାଜ୍ୟ ସରକାରଙ୍କ ଫୋକସରେ କାଳିଆ ଯୋଜନା । ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରୁଥିବା କାଳିଆ ଯୋଜନାକୁ ଆଗାମୀ ୫ ବର୍ଷ ଯାଏଁ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଚାଷୀଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ନୂଆ କୃଷି ନୀତି ଲାଗି ପ୍ରସ୍ତୁତ…

ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ, ନୂଆ ସରକାର ପ୍ରଥମ ଦିନରେ ମିଳିଲା ହିତାଧିକାରୀଙ୍କ କାଳିଆ ଟଙ୍କା

ରାଜ୍ୟରେ ଗଠନ ହେଲା ନବୀନଙ୍କ ନୂଆ ସରକାର। ପ୍ରଥମ ଦିନରୁ ହିଁ ଆରମ୍ଭ ହୋଇଗଲା କାମ। ବସିଥିଲା ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ୍‌ ବୈଠକ। ପ୍ରଥମ ଦିନରେ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି ନବୀନ ପଟ୍ଟନାୟକ। କାଳିଆ ହିତାଧିକାରୀଙ୍କ ସଂଖ୍ୟା ୪୨ ଲକ୍ଷରୁ ୭୫ ଲକ୍ଷ କରାଯାଇଛି। ଅତିରିକ୍ତ ୩୩…