Browsing Tag

kalia yojana

କାଳିଆ ଯୋଜନା : ସାମିଲ ହେବେ ଆଉ ୧୦ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷି ଶ୍ରମିକ

କାଳିଆ ଯୋଜନାରୁ ଜଣେ ବି କେହି ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ ପରେ କାଳିଆ ହିତାଧିକାରୀଙ୍କ ସଂଖ୍ୟା ଆଉ ୧୦ ଲକ୍ଷ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ହିତାଧିକାରୀଙ୍କ ସଂଖ୍ୟା ୪୫ ଲକ୍ଷକୁ ବୃଦ୍ଧି ପାଇବ ।…

ଆସନ୍ତାକାଲି କେନ୍ଦ୍ରାପଡ଼ାରେ କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ପ୍ରଥମ କିସ୍ତିର ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଆସନ୍ତାକାଲି କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବଣ୍ଟାଯିବ ଟଙ୍କା । ପ୍ରଥମ କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ । କେନ୍ଦ୍ରାପଡ଼ାରେ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ଏହାପୂର୍ବରୁ ଭୁବନେଶ୍ୱରରେ ଆଜି ଜିଲ୍ଲାସ୍ତରୀୟ ପ୍ରଶିକ୍ଷକଙ୍କ…

କାଳିଆ ଯୋଜନା ପାଇଁ ବଢିଲା ବଜେଟ୍ ,ଜାଣନ୍ତୁ କେତେ ଥିଲା କେତେ ହେଲା

ଭୁବନେଶ୍ବର : କାଳିଆ ଯୋଜନା ପାଇଁ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଚଳିତବର୍ଷ ଯୋଜନାର ଅର୍ଥରାଶିକୁ ୧୬୩୩ କୋଟି ଟଙ୍କା କରାଯାଇଛି । ଏହା ସହ ଭୂମିହୀନ କୃଷକଙ୍କ ସଂଖ୍ୟା ବୃଦ୍ଧି ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ପୂର୍ବରୁ ଏହି ସଂଖ୍ୟା ୧ ଲକ୍ଷ ରହିଥିବା ବେଳେ…

୨୬ରେ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ଟଙ୍କା, ଉପକୃତ ହେବେ ୧୨ରୁ ୧୪ଲକ୍ଷ ଚାଷୀ

ଭୁବନେଶ୍ବର (କେନ୍ୟୁଜ୍) : ୨୬ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଯୋଜନା ଟଙ୍କା। ଏହାଦ୍ୱାରା ଉପକୃତ ହେବେ ୧୨ରୁ ୧୪ଲକ୍ଷ ଚାଷୀ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ କାଳିଆ ଯୋଜନାର ଉଦଘାଟନ କରିବେ। ମାଳତୀପାଟପୁର ଓଭରବ୍ରିଜ ନିକଟ ପଡ଼ିଆରେ ଆୟୋଜିତ ସମାବେଶରେ…

ଆସନ୍ତା ୨୫ ସୁଦ୍ଧା ମିଳିବ ‘କାଳିଆ’ ଯୋଜନାରେ : ଆକାଉଣ୍ଟକୁ ପଠାଯିବ ସହାୟତା ରାଶି

ଭୁବନେଶ୍ବର(କେନ୍ୟୁଜ୍) : କାଳିଆ ଯୋଜନାରେ ଖୁବଶୀଘ୍ର ଟଙ୍କା ମିଳିବ। ଜାନୁଆରୀ ୨୫ ସୁଦ୍ଧା ୧୨ରୁ ୧୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ସହାୟତା ପଠାଯିବ। ଏଭିତରେ ପ୍ରଥମ ପର‌୍ୟ୍ୟାୟରେ ୬୦ ଲକ୍ଷରୁ ଅଧିକ ଚାଷୀ କାଳିଆ ଯୋଜନାରେ ସହାୟତା ପାଇଁ ଆବେଦନ କରିଛନ୍ତି। ସମବାୟ ବିଭାଗର ସଚିବ…

ଦେଶରେ କୃଷି ନୀତି ପାଇଁ ବତୀଘର ହେବ କାଳିଆ ଯୋଜନା, ପ୍ରଶଂସା କଲେ ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଗୁଲାଟି

ଭୁବନେଶ୍ବର : ୨୦୦୪ ରୁ ୨୦୧୧ । ସାରା ଦେଶରେ ଓଡ଼ିଶାରେ ସବୁଠୁ ଅଧିକ କମିଛି ଗରିବୀ । କୃଷି ଓଡ଼ିଶାରେ ଯୋଗଦେଇ ବିଶିଷ୍ଟ ଅର୍ଥନୈତିଜ୍ଞ ଅଶୋକ ଗୁଲାଟି ରାଜ୍ୟ ସରକାରଙ୍କ ତିନିଟି ସଫଳତା ଉପରେ ଆଲୋକପାତ କରିଥିଲେ । ଗରିବୀ ହ୍ରାସ ପରି ଚାଷୀଙ୍କର ଆୟ ବୃଦ୍ଧିରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ…

ଜାଣନ୍ତୁ କେବେ ପର୍ଯ୍ୟନ୍ତ ହେଲା କାଳିଆ ଯୋଜନାର ଆବେଦନ ତାରିଖ ?

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୧୫ ତାରିଖକୁ ଘୁଞ୍ଚିଲା କାଳିଆ ଯୋଜନାରେ ଆବେଦନ ତାରିଖ। ଏଥିରେ ଆଉ ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ୧୦ ତାରିଖ ଥିଲା ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ। ଆଜି କାଳିଆ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବରିଷ୍ଠ…

କାଳିଆ ଯୋଜନାରୁ ଫାଇଦା କେତେ? ଆରମ୍ଭ ହୋଇ ସାରିଛି ତର୍ଜମା

ଦୈନିକ ଖବର କାଗଜ ଟାଇମ୍‌ସ ଅଫ୍‌ ଇଣ୍ଡିଆରେ ଏକ ଆର୍ଟିକିଲ୍‌ ପ୍ରକାଶ ପାଇଛି । ବିଶିଷ୍ଟ ସ୍ତମ୍ଭକାର ସ୍ୱାମୀନାଥନ୍‌ ଏସ୍‌ ଅଙ୍କେଲେସରିଆ ଆୟାର ଏହି ଆର୍ଟିକିଲ୍‌ ଲେଖିଛନ୍ତି WHY NAVEEN PATTNAIK HAS THE BEST SOLUTION FOR FRAM DISTRESS। ଏଥିରେ କୁହାଯାଇଛି କାଳିଆ ଯୋଜନା ଏକ ଭଲ…

ଆଜିଠୁ କାଳିଆ ଯୋଜନାର ଶୁଭାରମ୍ଭ,ସନ୍ଧ୍ୟାରେ ସଚିବାଳୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେବ କୃଷକ ଆସିଷ୍ଟାନ୍‌ସ ଫର ଲାଇଭଲିହୁଡ୍‌ସ ଆଣ୍ଡ ଇନ୍‌କମ ଅଗମେଣ୍ଟେସନ ବା କାଳିଆ ଯୋଜନା। ସନ୍ଧ୍ୟାରେ ସଚିବାଳୟରେ ଭିଡିଓ କନଫେରେନ୍ସି ଜରିଆରେ ‘କାଳିଆ ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବ୍ଳକର ଚାଷୀଙ୍କୁ ଏହି ଯୋଜନାରେ…

କାଳିଆ ରାଜନୀତି ଜୋର୍ : ୧୮ ବର୍ଷ ଧରି ଅବହେଳା କରି ଆସୁଥିଲେ ସରକାର, ଅଭିଯୋଗ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ବର (କେନ୍ୟୁଜ୍) :କାଳିଆ ଯୋଜନାକୁ ଲାଗୁ କରିବା ପାଇଁ ସରକାରୀସ୍ତରରେ ଆରମ୍ଭ ହୋଇଛି ପ୍ରୟାସ । କୃଷି, ସମବାୟ ଓ ରାଜସ୍ୱ ବିଭାଗ ଏ ଯୋଜନାର କାର‌୍ୟ୍ୟକାରିତାକୁ ତଦାରଖ କରିବେ ବୋଲି ଜଣାପଡିଛି। କାଳିଆ ଯୋଜନାକୁ ନେଇ ଏବେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଜବାବରେ ବିଜେଡି…

ଚାଷୀଙ୍କ ପାଇଁ କାଳିଆ ଯୋଜନା ଘୋଷଣା କଲେ ରାଜ୍ୟ ସରକାର, ଉପକୃତ ହେବେ ୩୦ ଲକ୍ଷ କୃଷକ

ଭୁବନେଶ୍ବର : ଚାଷୀଙ୍କ ପାଇଁ ଆଜି ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୦ ହଜାର କୋଟି ଟଙ୍କାର ଘୋଷଣା ହୋଇଛି। ଯାହାକୁ ଆଜି କ୍ୟାବିନେଟ୍‌ ମଂଜୁରୀ ମିଳିଥିଲା। କୃଷକ ଆସିଷ୍ଟାନ୍‌ସ ଫର ଲାଇଭଲିହୁଡ୍‌ସ ଆଣ୍ଡ ଇନ୍‌କମ ଅଗମେଣ୍ଟେସନ, କାଳିଆ ସ୍କିମ୍‌ରେ ଦିଆଯିବ ସହାୟତା। ପ୍ରଥମ ସ୍କିମ୍‌ରେ,…