Below header

ବନ୍ଯା ଜଳରେ ଭାସିଗଲା ଟୁରିଷ୍ଟ୍ ବସ୍

ଦିଲ୍ଲୀ(କେନ୍ଯୁଜ୍) : ବନ୍ଯା ଜଳରେ ଭାସିଯାଇଛି ଏକ ଟୁରିଷ୍ଟ୍ ବସ୍ । ହିମାଚଳ ପ୍ରଦେଶ ମନାଲିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ତେବେ ବସ୍ ରେ କେହି ଲୋକ ନଥିବା ଜଣାପଡିଛି । ବସଟି ଯାଉଥିବା ସମୟରେ ବ୍ୟାସ ନଦୀରେ ଆସିଥିବା ବନ୍ଯା ଜଳରେ ଭାସି ଯାଇଥିଲା । ବସଟି ପାଖରେ ଥିବା ଏକ ପଡ଼ିଆରେ ରହିଥିଲା । ତେବେ ବସ୍ ଭିତରେ କେହି ନଥିଲେ । ସ୍ଥାନୀୟ ଲୋକଙ୍କ କହିବା କଥା ସେମାନେ ବସ୍ କର୍ମଚାରୀଙ୍କୁ ନଦୀ ବଢ଼ିବା ନେଇ ସତର୍କ କରାଇ ଦେଇଥିଲେ । ତେବେ ସେମାନେ ଶୁଣି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.