Below header

ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି, ଅଳ୍ପରେ ଟଳିଗଲା ଦୁର୍ଘଟଣା

ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି। ପ୍ରଥମ ମାଲଗାଡିକୁ ଦେଖି ପଛ ପଟରୁ ଯାଉଥିବା ମାଲଗାଡି ଲୋକୋ ପାଇଲଟ ଗାଡ଼ି ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳିଗଲା।

ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି। ପ୍ରଥମ ମାଲଗାଡିକୁ ଦେଖି ପଛ ପଟରୁ ଯାଉଥିବା ମାଲଗାଡି ଲୋକୋ ପାଇଲଟ ଗାଡ଼ି ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳିଗଲା। ରାଉରକେଲା ବାସନ୍ତୀ କଲୋନୀ ବସ୍ତ୍ର ନିକଟରେ ଘଟିଛି ଏଭଳି ଘଟଣା । ଏବେଗୋଟିଏ ଲାଇନରେ ଅଟକିଛି ଦୁଇଟି ମାଲଗାଡି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.