Below header

ଓଡିଶାରେ ବନ୍ଦ’ର ମହାପ୍ରଭାବ, ବିଭିନ୍ନ ଷ୍ଟେସନରେ ଅଟକିଛି ଅନେକ ଟ୍ରେନ୍‌

ଭୁବନେଶ୍ବର: ବନ୍ଦ ଯୋଗୁ ବିଭିନ୍ନ ଷ୍ଟେସନରେ ଅଟକିଛି ଟ୍ରେନ୍‌। ଭଦ୍ରକ ଷ୍ଟେସନରେ ଭଦ୍ରକ-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌ ଅଟକି ରହିଛି। କେନ୍ଦୁଝର ଷ୍ଟେସନରେ କେନ୍ଦୁଝର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌ ଅଟକି ରହିଛି। ଭୁବନେଶ୍ୱର ଷ୍ଟେସନରେ ଅଟକିଛି ୨ଟି ଟ୍ରେନ୍‌। ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ଓ ପୁରୀ-ରାଉରକେଲା ପାସେଞ୍ଜର ରହିବା ଫଳରେ ଯାତ୍ରୀମାନେ ହଇରାଣ ହୋଇଛନ୍ତି। ବ୍ରହ୍ମପୁର ଷ୍ଟେସନରେ ହାଓ୍ଵଡା-ଯଶବନ୍ତପୁର ଏକ୍ସପ୍ରେସ୍‌ ଓ ଇଚ୍ଛାପୁର-କଟକ ମେମୁ ଟ୍ରେନ୍‌ ଅଟକି ରହିଛି। ଗୁଣୁପୁରରେ ଗୁଣୁପୁର-ପୁରୀ ଟ୍ରେନ୍‌ ଅଟକି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.