କୁହୁଡି ଯୋଗୁଁ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

କେନ୍ଯୁଜ୍: କୁହୁଡି ଯୋଗୁଁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଘାଟିରେ ଧୀରେ ଗାଡ଼ି ଚଳାଇବା କଥା କିନ୍ତୁ ଦ୍ରୁତ ଗତି କାଳ ସାଜିଥିବା ମନ୍ତ୍ରୀ କହିଛନ୍ତି । ରାତି ୩ଟା ୨୦ରେ ଦୁର୍ଘଟଣା ଘଟିଛି । ଖବରପାଇ ସାଙ୍ଗେ ସାଙ୍ଗେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ତେବେ ଘାଟି ଯୋଗୁ ଉଦ୍ଧାର କାର୍ଯ୍ୟ କଷ୍ଟଦାୟକ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.