ଭାରସାମ୍ଯ ହରାଇ ବାଣୀବିହାରରେ ଓଲଟିଲା ଟ୍ରକ୍

ଭୁବନେଶ୍ବର: ଭାରସାମ୍ଯ ହରାଇ ଓଲଟିଲା ଟ୍ରକ୍। ଏଭଳି ଏକ ଅଘଟଣ ଘଟିଛି ଭୁବନେଶ୍ବର ବାଣୀବିହାର ଅଞ୍ଚଳରେ। ଦ୍ରୁତ ଗତିରେ ଟ୍ରକଟି ଆସୁଥିବା ସମୟରେ ଭାରସାମ୍ଯ ହରାଇ ଓଲଟି ପଡିଥିବା କୁହାଯାଉଛି।

ତେବେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ, ଏନେଇ ଖବର ପାଇ ସହିଦନଗର ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ଯ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.