Below header

କୋଣାର୍କ ରାମଚଣ୍ଡୀ ଠାରେ ଚାଲିଥିବା ଟ୍ରାଇଥୋଲନ ପ୍ରତିଯୋଗୀତରେ ଆଖିବୁଜିଲେ ପ୍ରତିଯୋଗୀ, ରାଜସ୍ତାନ ଯୋଦ୍ଧପୁରରୁ ଆସିଥିଲେ ଓଡ଼ିଶା

ବେସରକାରୀ ଅନୁଷ୍ଠାନ ତରଫରୁ ଟ୍ରାଇଥୋଲନ କମ୍ପିଟେସନ ପ୍ରତିଯୋଗୀତରେ ଭାଗ ନେବାକୁ ଆସିଥିବା ରାଜସ୍ତାନ ଯୋଦ୍ଧପୁର ନୀତିନ ସୋନିଙ୍କର ମୃତ୍ୟୁ । ଟ୍ରାଇଥୋଲନ ରେ ସୁଇମିଂଙ୍ଗ, ସାଇକେଲିଙ୍ଗ, ରନିଙ୍ଗ ସମେତ ଏକ ସମୂହ କମ୍ପିଟସନ ଯେଉଁ ଥିରେ ଭାଗ ନେଇଥିଲେ ନୀତିନ ସୋନି ।

ପୁରୀ(କେନ୍ୟୁଜ୍):କୋଣାର୍କ ରାସ୍ତାର ରାମଚଣ୍ଡୀ ଠାରେ ଏକ ବେସରକାରୀ ଅନୁଷ୍ଠାନ ତରଫରୁ ଟ୍ରାଇଥୋଲନ କମ୍ପିଟେସନ ପ୍ରତିଯୋଗୀତରେ ଭାଗ ନେବାକୁ ଆସିଥିବା ରାଜସ୍ତାନ ଯୋଦ୍ଧପୁର ନୀତିନ ସୋନିଙ୍କର ମୃତ୍ୟୁ । ଟ୍ରାଇଥୋଲନ ରେ ସୁଇମିଂଙ୍ଗ, ସାଇକେଲିଙ୍ଗ, ରନିଙ୍ଗ ସମେତ ଏକ ସମୂହ କମ୍ପିଟସନ ଯେଉଁ ଥିରେ ଭାଗ ନେଇଥିଲେ ନୀତିନ ସୋନି ।

ହଠାତ ନିତିନ ସୋନିଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ କୋଣାର୍କ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ନୀତିନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ନେଇ ନୀତିନ ସୋନିଙ୍କ ପରିବାରକୁ ଖବର ଦିଆଯାଇଥିଲା । ଏବଂ ଶବ ବ୍ୟବଛେଦ ପାଇଁ ନୀତିନଙ୍କୁ ଶବ ସଂଗୃହିତ ଗୃହରେ ରଖାଯାଇଛି। ଯାହା ସୂଚନା ମିଳିଛି ନୀତିନ ସୋନି ଜଣେ ସେନାର କର୍ମଚାରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.