ଭିଜଲାନ୍ସ ଜାଲରେ ପଞ୍ଚାୟତ ଅଫିସର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ଚଢାଉ

ସମ୍ବଲପୁର(କେନ୍ଯୁଜ୍): ଭିଜଲାନ୍ସ ଜାଲରେ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇ । ସମ୍ବଲପୁର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି ।

ଅଭିଯୋଗନୁଯାୟୀ, ବରଗଡ଼ ବଲାଙ୍ଗୀର ସୋନପୁର ଭିଜିଲାନ୍ସର ୨୦ଜଣିଆ ସଦସ୍ୟ ଚଢାଉ କରିଛନ୍ତିି । ଏକାକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି । କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସଭବନ, ତୁରେକଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଷ୍ଟୁଡିଓରେ ଚଢାଉ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.