ନବରଙ୍ଗପୁର କୁର୍ଲୁ ଘାଟି ନିକଟରେ ଦୁର୍ଘଟଣା: ଚାଲିଗଲା ଦୁଇ ଜଣଙ୍କ ଜୀବନ, ୨ ଗୁରୁତର

ନବରଙ୍ଗପୁର(କେନ୍ଯୁଜ୍): ଘାଟିରେ ଦୁର୍ଘଟଣା। ଗଛରେ ପିଟିହେଲା କାର୍‌। ନବରଙ୍ଗପୁର କୁର୍ଲୁ ଘାଟି ନିକଟରେ ଦୁର୍ଘଟଣା ଘଟି ୨ ମୃତ। ୨ ଗୁରୁତରଙ୍କୁ ନବରଙ୍ଗପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଖାତିଗୁଡ଼ାରୁ ନବରଙ୍ଗପୁର ଅଭିମୁଖେ କାର୍‌ ଯାଉଥିବାବେଳେ କୁର୍ଲୁଘାଟି ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଦମଳବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ନବରଙ୍ଗପୁର ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.