Below header

ପୋଖାରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ

ନବରଙ୍ଗପୁର  (କେନ୍ଯୁଜ୍) : ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମାନ୍ଦିଗୁଡ଼ା ଗାଁରେ। ଆଜି ଅପରାହ୍ଣରେ ଦୁଇ ଭଉଣୀ ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ପୋଖରୀ ଭିତରୁ ସେମାନଙ୍କ ମୃତ ଦେହ ଉଦ୍ଧାର କରିଥିଲେ ଗ୍ରାମବାସୀ। ପୋଲିସ ପହଞ୍ଚି ଶବ ବ୍ୟବଛେଦ କରାଇଥିବାବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.