Below header

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ : ଏକାସଙ୍ଗେ ୨୩ ଜଣ ପିଲାଙ୍କୁ ଚେଙ୍କ

ନବରଙ୍ଗପୁର(କେନ୍ଯୁଜ୍ ) : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ପାପଡାହାଣ୍ଡିର ଖଡ୍ରା ସାହିରେ । ଚିତାଲାଗି ଅମାବାସ୍ୟାରେ ପିଲାଙ୍କୁ ଚେଙ୍କ ଦେଲେ ଦେହ ଭଲ ରହିବ ବୋଲି ବିଶ୍ୱାସ କରି ଚେଙ୍କ ଦିଆଯାଇଛି । ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକାସଙ୍ଗେ ୨୩ ଜଣ ପିଲାଙ୍କୁ ଚେଙ୍କ ଦିଆଯାଇଛି । ଏଥିରେ ଜଣେ ୭ ମାସର ଶିଶୁକନ୍ୟା ମଧ୍ୟ ରହିଛି । ବରକୋଳି ଗଛର କାଠିରେ ନିଆଁ ଲଗାଇ ଶିଶୁ ମାନଙ୍କୁ ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିବ । ଖବର ପାଇ ପାପଡାହାଣ୍ଡି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପହଞ୍ଚି ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.