Below header

ମାଲକାନଗିରିରେ ସମଲିଙ୍ଗୀ ବିବାହକୁ ନେଇ ଚର୍ଚ୍ଚା, ନିଜ ପ୍ରେମିକାକୁ ପାଇବା ପାଇଁ ପୁଅ ବନିଗଲେ ଯୁବତୀ

ମାଲକାନଗିରି: ମାଲକାନଗିରିରେ ସମଲିଙ୍ଗୀ ବିବାହକୁ ନେଇ ଚର୍ଚ୍ଚା ଜୋର । ମାଲକାନଗିରିରେ ଦୁଇ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିବା ପରେ ଜଣେ ଝିଅ ଦିଲ୍ଲୀରେ ନିଜକୁ ପୁରୁଷ କରିବା ପାଇଁ ସଜେଇ ହେବା ଘଟଣା ଆଶ୍ଚର୍ଯ୍ୟ କରିଛି । ପ୍ରେମୀ ଯୁଗଳଙ୍କ ସମ୍ପର୍କ ଦୁଇ ବର୍ଷର । ବିଟେକ୍‌ ପଢ଼ୁଥିବା ଯୁବତୀ ନିଜର ପ୍ରେମିକାକୁ ପାଇବା ପାଇଁ ଦିଲ୍ଲୀରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅପରେସନ କରାଇଥିଲେ । ପରେ ଝିଅରୁ ପୁଅ ବନିଗଲେ ଯୁବତୀ । ଉଭୟଙ୍କ ପରିବାର ମଧ୍ୟ ଏହାକୁ ସ୍ୱୀକୃତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.